ରାଶିଫଳ

ମାର୍ଚ୍ଚ 7ରେ 90 ବର୍ଷ ପରେ ଦେଖାଯିବ ଫାଲ୍ଗୁନ ପୂର୍ଣ୍ଣିମାର ଚାନ୍ଦ, 4ଟି ରାଶିରେ ଲାଗିବ ଲଟେରୀ

ବନ୍ଧୁଗଣ ଫାଲଗୁନ ପୂର୍ଣ୍ଣିମାର ଧାର୍ମିକ, ସାଂସ୍କୃତିକ, ସାମାଜୀକ ମହତ୍ଵ ରହିଛି । ଏହି ଦିନ ସୂର୍ଯ୍ୟ ଉଦୟ ଠାରୁ ଚନ୍ଦ୍ର ଉଦୟ ଯାଏଁ ଉପବାସ ରଖାଯାଏ । ଧାର୍ମିକ ମାନ୍ୟତା ଅନୁଯାୟୀ ଫାଲ୍ଗୁନୀ ପୂର୍ଣ୍ଣିମାର ଉପବାସ ରଖିଲେ ସବୁ ଦୁଖ କଷ୍ଟ ଦୂର ହୋଇଥାଏ । ଦୀର୍ଘ 90 ବର୍ଷ ପରେ ମାର୍ଚ୍ଚ 7 ମଙ୍ଗଳବାର ଦିନ ଫାଲଗୁନ ପୂର୍ଣ୍ଣିମା ର ଚାନ୍ଦ ଦେଖିବାକୁ ଯାଉଛି । ମା ଲକ୍ଷ୍ମୀଙ୍କ କୃପାରୁ ଏହି 4ଟି ରାଶିଙ୍କର ଲାଗିବ ଲଟେରୀ । ଏହି ଦିନ ବନୁଛି ମହା ଶୁଭ ସଂଯୋଗ, ମହାଲକ୍ଷ୍ମୀ ଯୋଗ, ସ୍ରାବ ସିଧି ଯୋଗ ଓ ଅମୃତ ଯୋଗ ବନୁଅଛି । ତେବେ ଆସନ୍ତୁ ଜାଣିବା ସେହି ରାଶିଙ୍କ ବିଷୟରେ ବିସ୍ତାର ଭାବେ ।

ମିଥୁନ ରାଶି : ଫାଲ୍ଗୁନ ପୂର୍ଣ୍ଣିମା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଧନର ଦେବୀ ମା ଲକ୍ଷଙ୍କ କୃପାରୁ ଧନ ବୃଦ୍ଧି ହେବାର ସମ୍ଭାବନା ଅଧିକ ରହିଛି । ଯଦି ଆପଣ ଚାକିରି କରୁଛନ୍ତି ତେବେ ଉନ୍ନତି ହେବା ସହ ପଦୋନ୍ନତି ହେବ । ବିଦେଶ ସହ ଜଡିତ ବଡ ଖୁସି ଖବର ମିଳିବ । ବ୍ୟାପାରରେ ଦୁଇ ଗୁଣା ଉନ୍ନତି ହେବ । ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କର ସବୁ କାମ ସଫଳତା ପୂର୍ବକ ପୁରା ହେବ । ଆପଣଙ୍କର ଜୀବନରେ ଖୁସି ହିଁ ଖୁସି ଆସିବାକୁ ଯାଉଛି । ଆର୍ଥିକ ଲାଭ ମିଳିବ ।

କନ୍ୟା ରାଶି : ଆପଣଙ୍କ ପାଇଁ ଫାଲ୍ଗୁନ ପୂର୍ଣ୍ଣିମା ବହୁତ ଭଲ ଦିନ ସାବ୍ଯସ୍ତ ହେବ । ମାନ ସମାନରେ ବୃଦ୍ଧି ହେବ । ସମାଜରେ ଆପଣଙ୍କର ପ୍ରଶଂସା ହେବ । ନୂଆ ଅବସର ପ୍ରାପ୍ତ ହେବ । ରୋଜଗାର, ବ୍ୟବସାୟ, ଚାକିରି କ୍ଷେତ୍ରରେ ବଡ ଖୁସି ଖବର ମିଳିବ । ଏହି ଦିନ ଆପଣଙ୍କ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ । ଅଚାନକ ଧନ ଲାଭର ଯୋଗ ଅଛି । ପରିବାରରେ ଖୁସିମୟ ସ୍ଥିତି ରହିବ । ସାମାଜିକ କ୍ଷେତ୍ରରେ ସଫଳତା ମିଳିବ । ସନ୍ତାନ ସୁଖ ପ୍ରାପ୍ତି ହେବ ।

ମକର ରାଶି : ଧନର ଦେବୀ ମା ଲକ୍ଷ୍ମୀଙ୍କ କୃପାରୁ ଫାଲ୍ଗୁନ ପୂର୍ଣ୍ଣିମାରେ ଶୁଭ ସମାଚାର ମିଳିବାର ଯୋଗ ଅଛି । ଅଟକିଥିବା କାମ ପୁରା ହେବ । ବନ୍ଧୁଙ୍କ ସହ ମିଳାମିଶା କରିବେ । ବ୍ୟାପାରରେ ଅଧିକ ଫାଇଦା ପାଇବେ । ପରିବାର ଓ ଜୀବନସାଥିଙ୍କ ଭରପୁର ସହଯୋଗ ପାଇବେ । ସବୁ କାମ ସଫଳତା ପୂର୍ବକ ପୁରା ହେବ । ଧନ ଜନିତ ସମସ୍ଯା ଦୂର ହେବ । ସନ୍ତାନ ପ୍ରାପ୍ତିର ଯୋଗ ଅଛି ।

ମୀନ ରାଶି : ଧନର ଦେବୀ ମା ଲକ୍ଷ୍ମୀ ଙ୍କ କୃପାରୁ ଆପଣଙ୍କ ଜୀବନରେ ଢେର ସାରା ଖୁସି ଆସିବାକୁ ଯାଉଛି । ଆପଣଙ୍କୁ ଅଧିକରୁ ଅଧିକ ଧନ ଲାଭ ହେବ । ପୂର୍ବରୁ କରିଥିବା ମେହନତର ପରିଣାମ ପାଇବେ । ବ୍ୟବସାୟରେ ବୃଦ୍ଧି ଦେଖିବେ । ଧନ ପ୍ରାପ୍ତିର ଯୋଗ ଅଛି । ଏହି ସମୟ ଦାଂପତ୍ଯ ଜୀବନ ପାଇଁ ବହୁତ ଭଲ ରହିବ । ଗୃହସ୍ଥ ଜୀବନରେ ସୁଖ ଶାନ୍ତି ରହିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button