ସରସ୍ଵତୀ ପୂଜା ଦିନ ଏହି ଭୁଲ କରନ୍ତୁ ନାହିଁ, ନଚେତ ଜୀବନରେ ସବୁ କାମରେ ମିଳିବ ଅସଫଳତା

ବନ୍ଧୁଗଣ ଶ୍ରୀପଞ୍ଚମୀ ଜ୍ଞାନ, ବିଦ୍ୟା ଓ ସ୍ଵରର ଦେବୀ ମା ସରସ୍ଵତୀଙ୍କ ପୂଜା କରି ପାଳନ କରାଯାଏ । ପ୍ରାଚୀନ ଗ୍ରନ୍ଥ ଅନୁଯାୟୀ ବସନ୍ତ ପଞ୍ଚମୀ ଦିନ ହିଁ ମା ସରସ୍ଵତୀ ପ୍ରକଟ ହୋଇଥିଲେ । ଯେବେ ବ୍ରଂହଦେବ ଏହି ସୃଷ୍ଟିର ରଚନା କରିଥିଲେ ସେ ଗଛ, ପତ୍ର ଜଳ, ବାୟୁ, ଅଗ୍ନି ଭଳି ପ୍ରାତିକ ବସ୍ତୁର ନିର୍ମାଣ କରିଥିଲେ । ସେତେବେଳେ ଏହି ସଂସାରରେ କୌଣସି ପ୍ରକାରର ଧ୍ୱନି ନ ଥିଲା ।
ତେଣୁ ପ୍ରଭୁ ବ୍ରମ୍ହା ଜଳକୁ ନିଜ ଆଞ୍ଜୁଳିରେ ନେଇ ଭଗବାନ ବିଶୁଣୁଙ୍କୁ ଆରାଧନା କରିବା ପରେ ମା ଆଦିଶକ୍ତିଙ୍କ ପାଖରୁ ତେଜ ବାହାରିଲା । ଯାହାଙ୍କର ପ୍ରକଟରୁ ଜଣେ ଦେବୀ ବିନା ଧରି ବାହାରିଲେ ଆଉ ସେଠାରେ ମା ସରସ୍ଵତୀଙ୍କ ଆବିର୍ଭାବ ହେଲା । ଆଜି ଆମେ ଆପଣଙ୍କୁ କହିବୁ ସ୍ବରସ୍ବତୀ ପୂଜାରେ କେଉଁ କାମ କରିବା ଅନୁଚିତ ।
ଚଳିତ ବର୍ଷ ଜାନୁଆରୀ ୨୬ ଗୁରୁବାର ଦିନ ପଡିବାକୁ ଯାଉଛି ବସନ୍ତ ପଞ୍ଚମୀ । ଏହି ଦିନ ସକାଳୁ ଜଲ୍ଦି ଶଯ୍ୟା ତ୍ୟାଗ କରି ସନା କରି ଶ୍ଵେତ ବସ୍ତ୍ର ଧାରଣ କରି ଆମ ସରସ୍ଵତୀଙ୍କ ପୂଜା ଅବଶ୍ୟ କରନ୍ତୁ । ଏହି ଦିନ ଘରକୁ ସ୍ବଚ୍ଛ କରନ୍ତୁ । କାରଣ ମା ସରସ୍ବତୀଙ୍କୁ ସ୍ବଚ୍ଛତା ବହୁତ ପସନ୍ଦ ହୋଇଥାଏ । ଏହି ଦିନ ଡେରି ଯାଏଁ ସୟନ କରନ୍ତୁ ନାହି । ମା ସରସ୍ବତୀଙ୍କୁ ପ୍ରସନ୍ନ କରିବାକୁ ବିଦ୍ୟାର୍ଥୀଙ୍କୁ ଜଲ୍ଦି ଉଠିବା ଉଚିତ ।
ସରସ୍ଵତୀ ପୂଜା ଦିନ ମଦ୍ୟପାନ ସେବନ କରିବା ଉଚିତ ନୁହେଁ । ଏମାନଙ୍କୁ ମା ଙ୍କର କୃପା ଲାଭ ହୁଏ ନାହି । ମଦ୍ୟପାନ ମଣିଷକୁ ବରବାତ କରି ଦେଇଥାଏ । ଏହା ସହ ସ୍ୱାସ୍ଥ୍ୟ ବି ଖରାପ ହୋଇଯାଏ । ତେଣୁ ଏମିତି ଭୁଲ କରନ୍ତୁ ନାହି । ଶାସ୍ତ୍ର ଅନୁଯାୟୀ ବିଦ୍ୟାର୍ଥୀ ଜୀବନରେ ବ୍ରଂହଚର୍ଯ୍ୟା ପାଳନ କରିବା ଉଚିତ । ଯେଉଁ ବିଦ୍ୟାର୍ଥୀ ଛୋଟ ବୟସରୁ କାମ ବାସନାରେ ବଶୀଭୂତ ହୁଅନ୍ତି ସେମାନେ ସଫଳତା ଠାରୁ ଦୂରେଇ ଯାଇଥାନ୍ତି ।
ବିଦ୍ୟାର୍ଥୀ ଙ୍କୁ ନିଜ ମନ ଧ୍ୟାନ ଓ ଅଧ୍ୟୟନ ରେ ଲଗାଇବା ଉଚିତ । ଶ୍ରୀପଞ୍ଚମୀ ଦିନ ଗୁରୁ ଓ ମାତା ପିତାଙ୍କର ଅନାଦାର କରିବା ଉଚିତ ନୁହେଁ । କାରଣ ମା ସରସ୍ଵତୀ ଏମିତି ବ୍ୟକ୍ତି ଙ୍କ ଉପରେ କେବେ ବି କୃପା କରନ୍ତି ନାହି । ତେଣୁ ଏହି ଦିନ ଗୁରୁ ଙ୍କର ସମ୍ମାନ କରନ୍ତୁ । ଗୁରୁଙ୍କ ଦ୍ଵାରା ଜ୍ଞାନ ପ୍ରାପ୍ତ ହୋଇଥାଏ । ତେଣୁ ଗୁରୁ ଙ୍କୁ ପୂଜା କରନ୍ତୁ । ଏମିତି ମାନ୍ୟତା ଅଛି ମଣିଷ କଣ୍ଠ ରେ ମା ସରସ୍ଵତୀ ବିରାଜମାନ କରନ୍ତି ।
ତେଣୁ ମିଛ କଥା କହିବା ମାନେ ଅପଶବ୍ଦ ପ୍ରୟୋଗ କରିବା ଦ୍ଵାରା ମା ରୁଷ୍ଟ ହୋଇଥାନ୍ତି । ହିନ୍ଦୀ ଶାସ୍ତ୍ର ଅନୁଯାୟୀ ମାଂସ ଖାଇବାକୁ ପାପ ବୋଲି ମାନାଯାଏ । ତେଣୁ ଏହି ଦିନ ମାଂସ ଖାଇବାକୁ ତ୍ୟାଗ କରିବା ଉଚିତ । ଯେଉଁ ମାନେ ମାଂସ ଖାଆନ୍ତି ସେମାନେ ମା ଙ୍କର କୃପା ପାଇପାରନ୍ତି ନାହି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।