ସ୍ୱାସ୍ଥ୍ୟ
-
ବିନା କାରଣରେ କମୁଛି କି ଆପଣଙ୍କ ଓଜନ? ତେବେ ହୋଇଯାଆନ୍ତୁ ସାବଧାନ
ଅନେକ ଥର ହାଇପୋଥାଇରଏଡ ବ୍ୟକ୍ତିମାନଙ୍କ ଓଜନ ବହୁତ ଜଲଦି ହ୍ରାସ ପାଇଥାଏ। ଯଦି ଦୁର୍ବଳ ଲାଗିବା, ମୁଣ୍ଡବିନ୍ଧା, ବାରମ୍ବାର ଭୋକ ଲାଗିବା, ଧ୍ୟାନ କେନ୍ଦ୍ରିତ କରିବାରେ ସସମ୍ୟା…
Read More » -
ଶରୀରରେ ରୋଧ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏପରି ପ୍ରସ୍ତୁତ କରନ୍ତୁ ହର୍ବାଲ ଟି’
କରୋନା ଭାଇରସର ଭୟ ସାରା ବିଶ୍ୱରେ ବ୍ୟାପି ଚାଲିଛି। ଏଥିରେ ଆପଣାମନେ ବିଲକୁଲ୍ ଡରନ୍ତୁ ନାହିଁ ବରଂ ନିଜଶରୀର ଏବଂ ଆଖପାଖ ଜାଗାକୁ ଭଲଭାବେ ସଫା ରଖନ୍ତୁ।…
Read More » -
ପାଚନ ତନ୍ତ୍ରକୁ ମଜବୁତ କରିବା ସହ କୋଲେଷ୍ଟର କମ୍ କରେ ନାସପାତି, ଦୂର କରେ ବିଭିନ୍ନ ସମସ୍ୟା
ଆପଣମାନେ ହୁଏତ ପ୍ରତିଦିନ ସେଓ ଖାଉଥିବେ । କିନ୍ତୁ ପ୍ରତିଦିନ ନାସପାତି ଖାଉଥିବା ଲୋକ ଖୁବ୍ କମ୍। ସେଓ ଭଳି ଆଉ ଏକ ଫଳ ହେଉଛି ନାସପାତି।…
Read More » -
ପେଟ ସମ୍ବନ୍ଧିତ ଅନେକ ସମସ୍ୟା ମଧ୍ୟରେ ପେଟରେ ଗ୍ୟାସ୍ ହେବା ଏକ ସାଧାରଣ ସମସ୍ୟା। ଛୋଟ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ପ୍ରତ୍ୟେକ ବୟସର ବ୍ୟକ୍ତିଙ୍କୁ କେବେ କେବେ ଏହି ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ପେଟରେ ଗ୍ୟାସ ହେବାର ଅନେକ କାରଣ ରହିଥାଏ, ଯେପରି ଅତ୍ୟଧିକ ଭୋଜନ କରିବା, ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋକରେ ରହିବା, ରାଗ କିମ୍ବା ଚଟପଟା ଭୋଜନ କରିବା, ଠିକ୍ ଭାବେ ଖାଦ୍ୟ ଚୋବାଇ ନଖାଇବା, ଅଧିକ ଚିନ୍ତା କରିବା, ମଦ୍ୟପାନ କରିବା ଏବଂ କିଛି ଔଷଧ ସେବନ କରିବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦେଖାଯାଇଥାଏ। gasପେଟରେ ଗ୍ୟାସ ସମସ୍ୟା ହେବା ଦ୍ୱାରା ଏହିସବୁ ଲକ୍ଷଣ ଦେଖାଯାଇଥାଏ -ଭୋକ ନଲାଗିବା -ପେଟ ଫୁଲିବା -ବାନ୍ତି ଲାଗିବା, ବଦହଜମୀ ହେବା Bloatingପେଟରେ ଗ୍ୟାସ ହେବା ଦ୍ୱାରା ଏହିସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣନ୍ତୁ ଏହି ଘରୋଇ ଉପାୟ -ଲେମ୍ବୁ ରସରେ ୧ଚାମଚ ବେକିଂ ସୋଢା ମିଶାଇ ସକାଳ ସମୟରେ କାଲି ପେଟରେ ସେବନ କରନ୍ତୁ। -ଆପଣ କ୍ଷୀରରେ ଗୋଲମରିଚ ମିଶାଇ ମଧ୍ୟ ସେବନ କରିପାରିବେ। -ପାଣିରେ ଡାଲଚିନି ଫୁଟାଇ ସେହି ପାଣିକୁ ଥଣ୍ଡା କରି ସେଥିରେ ମହୁ ମିଶାଇ ସେବନ କରିପାରିବେ। -ଦିନରେ ଦୁଇ ରୁ ତିନି ଥର ଗୁଜୁରାତି ସେବନ କରିବା ପାଚନ ପ୍ରକ୍ରିୟାରେ ସହାୟକ ହେଇଥାଏ। -ପ୍ରତ୍ୟେକ ଦିନ ଅଦାର ଛୋଟ ଖଣ୍ଡ ପାଟି ଭିତରେ ରଖିବା ଦ୍ୱାରା ଗ୍ୟାସ ସମସ୍ୟା ଦୂର ହୋଇଥାଏ। water-ପ୍ରତ୍ୟେକ ଦିନ ନଡିଆ ପାଣି ପିଇବା ଗ୍ୟାସ ସମସ୍ୟା ପାଇଁ ସବୁଠାରୁ ଭଲ ବିକଳ୍ପ -ପୋଦିନା ପତ୍ର ଫୁଟାଇ ପିଇବା ଦ୍ୱାରା ମଧ୍ୟ ଗ୍ୟାସ ସମସ୍ୟା ଦୂର ହୋଇଥାଏ। -ଏହା ବ୍ୟତୀତ ସପ୍ତାହରେ ଗୋଟିଏ ଦିନ ଉପବାସ କରିବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଗ୍ୟାସ ସମସ୍ୟା ଦେଖାଯାଇଥାଏ।
କାକୁଡି ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି। ଖରାଦିନେ ଏହାକୁ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ। କାକୁଡି ଖାଇଲେ ମଧ୍ୟ ଓଜନ କମ୍ ହୋଇଥାଏ ତାହା ଆମେ…
Read More » -
ଘରୋଇ ଉପଚାର ଦ୍ୱାରା ମାତ୍ର ୫ ମିନିଟ୍ରେ ଦୂର କରନ୍ତୁ ଗ୍ୟାସ୍ ସମସ୍ୟା
ପେଟ ସମ୍ବନ୍ଧିତ ଅନେକ ସମସ୍ୟା ମଧ୍ୟରେ ପେଟରେ ଗ୍ୟାସ୍ ହେବା ଏକ ସାଧାରଣ ସମସ୍ୟା। ଛୋଟ ବୟସର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ…
Read More » -
କେବଳ ପାଟିକୁ ସ୍ୱାଦ ନୁହେଁ ଶରୀର ପାଇଁ ଲାଭକାରୀ ହୋଇଥାଏ ଚିଙ୍ଗୁଡି
ଆପଣ ଚିଙ୍ଗୁଡି ନିଶ୍ଚିତ ଖାଇଥିବେ। ଏହା ଖାଇବାକୁ ବହୁତ ଟେଷ୍ଟି। ଏହା ଖାଇବା ଶରୀର ପାଇଁ ହିତକର ହୋଇଥାଏ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଲାଭ ମିଳିଥାଏ।…
Read More » -
ଗର୍ଭାବସ୍ଥାରେ ସିଡି ଚଢ଼ିବା କ’ଣ ସୁରକ୍ଷିତ? ଜାଣନ୍ତୁ କିପରି ଏବଂ କେଉଁ ସମୟରେ ଚଢ଼ିପାରିବେ ସିଡି
ଗର୍ଭାବସ୍ଥା ସବୁ ମହିଳାଙ୍କ ଜୀବନର ଏକ ଖାସ୍ ସମୟ ହୋଇଥାଏ। ତେଣୁ ଗର୍ଭଧାରଣର ୯ ମାସ ପଯ୍ୟର୍ନ୍ତ ମହିଳାମାନେ ନିଜ ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ତ୍ୱଚା…
Read More » -
ଆପଣଙ୍କର ରହିଛି କି ଚର୍ମ ରୋଗ ? ଏମିତି କରନ୍ତୁ ଆୟୁର୍ବେଦିକ ଉପଚାର
ଆଜିକାଲି ଅନେକ ଲୋକଙ୍କର ଚର୍ମରୋଗ ଦେଖାଦେଉଛି। ଅସନ୍ତୁଳିତ ଖାଦ୍ୟପଦାର୍ଥ, ପାନୀୟ ଏବଂ ଅପରିଷ୍କାର ଯୋଗୁଁ ଚର୍ମରୋଗ ବୃଦ୍ଧି ପାଇବାରେ ଲାଗିଛି। ପ୍ରାୟତଃ ଅପରିଷ୍କାର ଅପରିଚ୍ଛନ୍ନତାରୁ ଗାଁ ଗହଳିରେ…
Read More » -
ଟାଇଫଏଡ ଜ୍ୱରରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହିସବୁ ଟିପ୍ସ, ଜଲଦି ପକାଇବ ପ୍ରଭାବ
ଅନେକ ପନିପରିବାର ଜୁସ୍ ଶରୀର ପାଇଁ ବେଶ୍ ଉପକାରୀ। ଏହାମଧ୍ୟରେ ଗାଜର ଅନ୍ୟତମ। ଛୋଟ ପିଲାଙ୍କ ପାଇଁ ଗାଜର ଅତ୍ୟନ୍ତ ଉପକାରୀ ହୋଇଥିବା ବେଳେ ଏହା ବଡ…
Read More » -
ଗର୍ଭାବସ୍ଥାରେ କେସର ଖାଇବାର ଲାଭ ଓ କ୍ଷତି ବିଷୟରେ ଜାଣନ୍ତୁ
ଯଦି ଆପଣ ପ୍ରେଗନାଣ୍ଟ ଅଛନ୍ତି, ତା’ହେଲେ ଅନେକ ଲୋକଙ୍କଠାରୁ ଅନେକ ପରାମର୍ଶ ମିଳିସାରିଥିବ। ଗର୍ଭାବସ୍ଥାରେ କେସର ପକା କ୍ଷୀର ପିଇବା, କୌଣସି ଅନ୍ୟ ଉପାୟରେ କେସର ଖାଇବା,…
Read More »