ବିଚାର

ବିବାହିତ ମହିଳାଙ୍କୁ କେଉଁ ଦିନ ମୁଣ୍ଡ ଧୋଇବା ଉଚିତ ଏବଂ କେଉଁ ଦିନ ନୁହଁ

ଆଜି ଆମେ ଆପଣଙ୍କୁ ଏମିତି କିଛି ଧାର୍ମିକ କଥା କହିବାକୁ ଯାଉଛୁ ଯାହା ଅନୁଯାଇ ଆପଣଙ୍କୁ କେଉଁ ଦିନ ମୁଣ୍ଡ ଢୋଇବା ଉଚିତ ଓ କେଉଁ ଦିନ ନୁହ ତାହା ମଧ୍ୟ ଜଣା ପଡିଥାଏ, ତେବେ ଏହା ତିଥି ଓ ବାର ଅନୁଯାଇ ହୋଇଥାଏ ତେବେ ଆସନ୍ତୁ ଜାଣିବା ଆଗ ତିଥି ବିଷୟରେ ବିସ୍ତାର ସହ । ଅମାବାସ୍ୟା, ଏକାଦଶୀ ଓ ପୂର୍ଣ୍ଣିମା ଦିନ ମୁଣ୍ଡ ଧୋଇକି ସ୍ନାନ କରିବା ଉଚିତ ନୁହ, ଏହି ଦିନ ବିବାହିତ ମହିଳାଙ୍କୁ ଭୁଲରେ ମୁଣ୍ଡରେ ପାଣି ଦବା ଉଚିତ ନୁହ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଚନ୍ଦ୍ରମା ଆମ ମସ୍ତିସ୍କ ଉପରେ ପ୍ରଭାବ ପକେଇଥାଏ ତେବେ ଅମାବାସ୍ୟା ବା ପୂର୍ଣ୍ଣିମା ରେ ଚନ୍ଦ୍ରମା ଉଚ୍ଚ ବା ତଳ ଭାଗରେ ରହିଥାଏ, ତେବେ ଚନ୍ଦ୍ରମା ପ୍ରଭାବ ମୁଣ୍ଡ ଉପରେ ରହିଥାଏ ସେଥିପାଇଁ ଏହି ସବୁ ଦିନ ମୁଣ୍ଡରୁ ଗାଧେଇବା ଉଚିତ ନୁହଁ ।

Image Courtesy: Google

ତେବେ ବ୍ରତ ଓ ଓପାସ ଦିନ ମଧ୍ୟ ମୁଣ୍ଡ ଧୋଇ ଗାଧେଇବା ଉଚିତ ନୁହ, ବ୍ରତ ବା ଓପାସ ଗୋଟେ ଦିନ ଆଗରୁ ମୁଣ୍ଡ ଧୋଇ ଦିଅନ୍ତୁ କିନ୍ତୁ ସେହି ଦିନ ମୁଣ୍ଡ ଢୋଇବା ଉଚିତ ନୁହ । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମୁଣ୍ଡ ଢୋଇବା ଉଚିତ ଓ କେଉଁ ଦିନ ମୁଣ୍ଡ ଢୋଇବା ଉଚିତ ନୁହ । ରବିବାର ଦିନ ମୁଁ ଧୋଇ ଗାଧେଇବା ଉଚିତ ଅଟେ କିନ୍ତୁ ଯଦି ଆପଣ ରବିବାର ବ୍ରତ କରୁଛନ୍ତି ବା ସୂର୍ଯ୍ୟ ଦେବଙ୍କ ଆରାଧନା କରୁଛନ୍ତି ତେବେ ଗୋଟେ ଦିନ ଆଗରୁ ମୁଣ୍ଡ ଧୋଇ ଦିଅନ୍ତୁ ।

Image Courtesy: Google

ଯଦି ଆପଣଙ୍କୁ କୌଣସି ଆବଶ୍ୟକତା ପାଇଁ ରବିବାର ଦିନ ମୁଣ୍ଡ ଧୋଇ ଗାଢେଇବାକୁ ହବ ତେବେ ଆପଣଙ୍କୁ ମୁଣ୍ଡରେ ମନ୍ଦାର ଫୁଲ ରସ ଲଗେଇ ମୁଣ୍ଡ ଧୋଇ ଗାଧେଇବା ଉଚିତ । ସୋମବାର ଦିନ ମୁଣ୍ଡ ଢୋଇବା ଉଚିତ କିନ୍ତୁ ଯଦି ଆପଣ କୌଣସି ପ୍ରକାର ବ୍ରତ କରୁଛନ୍ତି ତେବେ ଆପଣଙ୍କୁ ରବିବାର ଦିନ ମୁଣ୍ଡ ଧୋଇବାକୁ ଉଚିତ । ମଙ୍ଗଳବାର ଦିନ ମୁଣ୍ଡ ଧୋଇ ଗାଧେଇବା ଉଚିତ ନୁହ, କୁହା ଯାଏ ମଙ୍ଗଳବାର ଦିନ ମୁଣ୍ଡ ଧୋଇ ଗାଢେଇଲେ ବୈବାହିକ ଜୀବନ ସୁଖମୟ ହୋଇନଥାଏ ।

Image Courtesy: Google

ବୁଧବାର ଦିନ ମୁଣ୍ଡ ଢୋଇବା ଉଚିତ କିନ୍ତୁ ଯେଉଁ ମହିଳାଙ୍କ ଛୋଟ ଭାଇ ଅଛନ୍ତି ତାଙ୍କୁ ଏହି ଦିନ ମୁଣ୍ଡ ଧୋଇ ଗାଧେଇବା ଉଚିତ ନୁହ, ଗୁରୁବାର ଦିନ କୌଣସି ମହିଳା ବା ପୁରୁଷକୁ ମୁଣ୍ଡ ଧୋଇ ଗଢେଇବା ଉଚିତ ନୁହ ଏହା ଦ୍ଵାରା ଘରେ ସମସ୍ୟା ଆସିଥାଏ । ଶୁକ୍ରବାର ଦିନ ମୁଣ୍ଡ ଧୋଇ ଗାଧେଇବା ଉଚିତ କିନ୍ତୁ ଯେଉଁ ମହିଳା ବ୍ରତ କରୁଛନ୍ତି ବା ଯାହାର ଗୋଟେ ମାତ୍ର ପୁଅ ଅଛି ତାଙ୍କୁ ମୁଣ୍ଡ ଧୋଇ ଗାଧେଇବା ଉଚିତ ନୁହ । ଶନିବାର ଦିନ ଶନି ଦେବଙ୍କର ଅଟେ ଏହି ଦିନ ମୁଣ୍ଡ ଧୋଇ ଗାଧେଇବା ଉଚିତ ନୁହଁ ।

Related Articles

Leave a Reply

Your email address will not be published. Required fields are marked *

Back to top button