ଦେଶ ବିଦେଶ

ଦେଖନ୍ତୁ ଝିଅ ଧରି ଫେରାର ହେବା ରୋମିଓ କୁ କେତେ ପଡ଼ିଲା ମହଙ୍ଗା ଦେଖନ୍ତୁ ଏହି Viral Video

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ କୌଣସି ନା କୌଣସି ପ୍ରକାର ଦ୍ଵାରା ଦେଶ, ବିଦେଶ ଆଉ ବିଭିନ୍ନ ସ୍ଥାନର କୋଣ ଅନୁକୋଣର ଘଟଣା ବିଷୟରେ ଜାଣି ପାରୁଛ। ଆଉ ଏମିତି କିଛି ଘଟଣା ବି ଘଟୁଛି ଯାହାକୁ ଜାଣିଲା ପରେ ଆପଣମାନଙ୍କ ମନରେ ଅନେକ ପ୍ରକାରର ଭାବନା ଆସୁଥିବ।

ଆଉ ଏମିତି ଅନେକ ଘଟଣା ମଧ୍ୟ ଦୁନିଆରେ ବା ଆମ ସମାଜରେ ଘଟୁଛି ଯାହା ନିନ୍ଦନୀୟ ଏବଂ ଲଜ୍ୟାଜନକ ଅଟେ। ଆଉ ଏହି ସବୁ ଘଟଣା ଆଜିକାଲି ସମାଜରେ ବହୁତ ସାଧାରଣ କଥା ହୋଇଗଲାଣି।
ଆଉ ସମାଜର ଲୋକମାନଙ୍କ ଉପରେ ଏମିତି ଘଟଣାର କିଛି ଫରକ୍ ହିଁ ପଡୁନାହି। ଏହି ଭିଡିଓରେ ଆପଣମାନେ ଦେଖିବେ କି ଆଜିକା ଯୁଗରେ ଝିଅ ଆଉ ପୁଅମାନେ କିପରି ବହୁତ ଜଲଦି ପ୍ରେମ କରୁଛନ୍ତି।
ଆଉ ତାପରେ ଏମିତି କିଛି ଘଟଣା ଘଟି ଯାଉଛି ଯାହା ସମାଜ ପାଇଁ ଆଉ ଲୋକମାନଙ୍କ ପାଇଁ ବହୁତ ଖରାପ ଅଟେ।
ଦର୍ଶକ ବନ୍ଧୁ ଏବେ ଏହି ଦୁନିଆରେ ଏମିତି ସବୁ ଆଶ୍ଚର୍ଯ୍ୟ ଜନକ ଘଟଣା ସବୁ ଦେଖିବାକୁ ମିଳୁଛି ଯାହାକୁ ଦେଖିବା ପରେ ଲୋକମାନେ ନିଜ ଆଖି ଉପରେ ମଧ୍ୟ ବିଶ୍ଵାସ କରି ପାରୁ ନାହାଁନ୍ତି।ସେହିପରି ଏକ ପ୍ରେମ ସମ୍ପର୍କକୁ ନେଇ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ।
ଦର୍ଶକ ବନ୍ଧୁ ପ୍ରେମିକାକୁ ନେଇ ଫେରାର ହେଲେ ଯୁବକ। ତେବେ ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର।
ଯେଉଁଥିରେ ଗାଁ ମଝିରେ ପ୍ରେମିକ ପ୍ରେମିକାକୁ ଧରି ଫେରାର୍ ହୋଇଯାଉଥିବା ବେଳେ ଗାଁ ଦଣ୍ଡର ଲୋକେମାନେ ତାଙ୍କୁ ଧରି ନେଇଥିଲେ। ଏହି ଭିଡିଓ ବର୍ତ୍ତମାନ୍ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button