ଜୀବନଶୈଳୀ

ଥରେ ବ୍ୟବହାର କରନ୍ତୁ ଏମିତି ସବୁ ଚର୍ମ ରୋଗ ହେବ ମୂଳରୁ ଶେଷ

ନମସ୍କାର ପାଠକ ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନଙ୍କ ର ଯଦି ଯାଦୁ, କାଚୁ ଓ କୁଣ୍ଡିଆ ଭଳି କିଛି ସମସ୍ୟା ଦେଖା ଯାଉଛି ତାହେଲେ ଆଜି ଆପଣ ମାନେ ଏହାକୁ କିପରି ଘରୋଇ ଉପଚାର ରେ ଭଲ କରି ପାରିବେ ସେ ବିଷୟ ରେ ଜାଣିବେ।। ଏହାର ବ୍ୟବହାର ବହୁତ ସହଜ ଅଟେ ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ଗୁଡିକ ଆପଣ ମାନେ ଆପଣ ଙ୍କ ରୋଷେଇ ଘରୁ ପାଇ ପାରିବେ।
ଘରେ ବସି ଆପଣ ଏହାକୁ ଲଗେଇ ଆପଣ ଙ୍କ କୁଣ୍ଡିଆ ଭଳି ସମସ୍ତ ସମସ୍ୟା କୁ ଠିକ୍ କରି ପାରିବେ।
ଆଜିର ଏହି ରେମେଡି କୁ ଆପଣ ଅତି ସହଜ ରେ ପ୍ରସ୍ତୁତ କରି ପାରିବେ। ପ୍ରଥମେ ଏକ ମିଡି ୟମ ସାଇଜ ର ଟମାଟୋ କୁ କାଟି ଦିଅନ୍ତୁ ତା ପରେ ତାର ରସ ବାହାର କରି ଦିଅନ୍ତୁ। ଆଜି ର ଏହି ରେମେଡି କୁ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ କେବଳ ତିନି ଚାମୁଚ ଟମାଟୋ ରସ ର ଆବଶ୍ୟକତା ପଡ଼ିବ।
ଆପଣ ଏହାକୁ ଗ୍ରାଇଣ୍ଡିଂ କରି ମଧ୍ୟ ଏଥିରୁ ରସ ବାହାର କରି ପାରିବେ କିନ୍ତୁ ଧ୍ୟାନ ରଖିବେ ଆପଣ ଏଥିରେ ପାଣି ର ବ୍ୟବହାର କରିବେ ନାହିଁ। ଟମାଟୋ କୁ କାଟି ଏହାର ରସ ବାହାର କରି ସାରିଲା ପରେ ଆମେ ଏଥିରେ ଆଉ ଏକ ସାମଗ୍ରୀ ର ପ୍ରୟୋଗ କରିବା । କିନ୍ତୁ ମନେ ରଖିବେ ଯେଉଁ ସମୟ ରେ ଆପଣ ଏହାର ପ୍ରୟୋଗ କରିବେ ଠିକ୍ ସେହି ସମୟରେ ଏହାକୁ ପ୍ରସ୍ତୁତ କରିବେ।
ଏହା ପରେ ୨ ୟ ସାମଗ୍ରୀ ଆବଶ୍ୟକତା ପଡିବ ତା ହେଉଛି ନଡ଼ିଆ ତେଲ। ଏହା ସମସ୍ତ ଙ୍କ ଘରୁ ଆରାମ ରେ ମିଳିଯିବ । ଆପଣ ଙ୍କୁ ଯଦି ମରା ନଡ଼ିଆ ତେଲ ମିଳିଯାଏ ତେବେ ବହୁତ୍ ଭଲ ହେବ। ଏବେ ଆପଣ ମାନେ ସେହି ତିନି ଚାମଚ ଟମାଟୋ ରସ ରେ ଏକ ଚାମଚ ନଡ଼ିଆ ତେଲ ପକାଇ ତାକୁ ମିଶାଇ ଦେବେ ଓ ତାକୁ କାଚୁ, କୁଣ୍ଡିଆ ଓ ଯାଦୁ ହୋଇ ଥିବା ସ୍ଥାନ ରେ ଲଗେଇଲେ ଆପଣ ଙ୍କୁ ନିଶ୍ଚିତ ଉପଶମ ମିଳିବ।

Related Articles

Leave a Reply

Your email address will not be published. Required fields are marked *

Back to top button