ଜୀବନଶୈଳୀ

ଶନି ବାହାରିଲେ ମୀନ ରାଶିରୁ,ଏବେ ଏହି ପାଞ୍ଚଟି ନାମ ଥିବା ବ୍ୟକ୍ତିଙ୍କ କୁଣ୍ଡଳୀରେ ଆରମ୍ଭ ହେବ ରାଜଯୋଗ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ମୀନ ରାଶିକୁ ଛାଡି ଧନୁ ରାଶିରେ ପ୍ରବେଶ କରି ସାରିଛନ୍ତି। ଯାହା ଏହି ୫ ଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ଭାଗ୍ୟରେ ରାଜଯୋଗ ବନୁଛି। ଆସନ୍ତୁ ଜାଣିବା ସେହି ବିଷୟରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନିଦେବଙ୍କ କୃପା ସବୁଠାରୁ ଅଧିକ ଏହି ୫ଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନରେ ଲାଭଦାୟକ ସାବ୍ୟସ୍ତ ହୋଇପାରେ। ଶନିଦେବଙ୍କ କୃପାରୁ ଏମାନଙ୍କୁ ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ। ବ୍ୟାପାରରେ ଏମାନଙ୍କୁ ଲାଭ ପ୍ରାପ୍ତ ହେବ। କମ୍ପ୍ୟୁଟର ସହିତ ଜଡ଼ିତ କାର୍ଯ୍ୟ କରୁଥିବା ଲୋକଙ୍କର ଅଳ୍ପ ସମୟ ମଧ୍ୟରେ କାର୍ଯ୍ୟ ସମ୍ପନ୍ନ ହେବ ଏବଂ ଉଚିତ ପରିଣାମ ପ୍ରାପ୍ତ ହେବ। ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ମିଳିବାର ଯୋଗ ରହିଛି। ଆପଣଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିବ। ଅଚାନକ ଆପଣଙ୍କୁ ଧନଲାଭ ହେବାର ଯୋଗ ରହିଛି। ଘର ପରିବାରରେ ସୁଖ ସମୃଦ୍ଧିର ମାହୋଲ ରହିବ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ। ଆପଣଙ୍କ ଉପରେ ମାଆ ଲକ୍ଷ୍ମୀ ଏବଂ ଭଗବାନ ଗଣେଶଙ୍କ କୃପା ଦୃଷ୍ଟି ରହିବ। ଆପଣଙ୍କର ସମାଜରେ ମାନସମ୍ମାନ ବୃଦ୍ଧି ପାଇବ। ଚାକିରୀ ପେଶାରେ ଥିବା ଲୋକଙ୍କୁ ପଦୋନ୍ନତୀ ମିଳିପାରେ।

ଆଜି ଆପଣ ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତ କରିବେ। ଆପଣଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଏବଂ ସୁଖ ଓ ସନ୍ତୁଷ୍ଟି ଭରି ରହିବ। ସବୁ କ୍ଷେତ୍ରରେ ଆପଣଙ୍କୁ ନିଜ ବାଣୀ ଏବଂ ବ୍ୟବହାରରେ ଧ୍ୟାନ ରଖିବା ଆବଶ୍ୟକ। ମନୋରଞ୍ଜନ, ସାର୍ଧବ୍ୟ ପ୍ରସାଧ , ଆଭୂଷଣ ଆଦିରେ ଖର୍ଚ୍ଚ ହୋଇପାରେ। ଆଜିର ଦିନଟି ଆପଣଙ୍କ ପାଇଁ ସୁଖମୟ ରହିବ। ବ୍ୟାପାର ବ୍ୟବସାୟରେ ଆପଣ ଅଧିକ ବ୍ୟସ୍ତ ରହି ପାରନ୍ତି, ଯାହାର ଉଚିତ ପରିଣାମ ପ୍ରାପ୍ତ କରିବେ। ଅଧିକ ଲୋକଙ୍କ ସହିତ ଆପଣଙ୍କର ଦେଖାସାକ୍ଷାତ ହେବାଦ୍ବାରା ଆପଣଙ୍କ ବିଚାରର ଆଦାନପ୍ରଦାନ ସମ୍ଭବ ହେବ। ପରିଶ୍ରମ ଅନୁସାରେ ସ୍ବଳ୍ପ ପରିଣାମ ପ୍ରାପ୍ତ କରିବେ। ମାନସିକ ଏବଂ ଶାରୀରିକ ରୂପରେ ସୁସ୍ଥ ଅନୁଭବ କରିବେ।

Google

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ପାଞ୍ଚଟି ନାମ ବିଶିଷ୍ଟ ବ୍ୟକ୍ତିଙ୍କୁ ଶନି ଗ୍ରହର ମୀନ ରାଶିକୁ ଛାଡି ଧନୁ ରାଶିର ପ୍ରବେଶ ଦ୍ଵାରା ରାଜଯୋଗ ପ୍ରାପ୍ତ ହେଉଛି। ସେହି ପାଞ୍ଚଟି ନାମ ହେଉଛି – M, R,S ,A ଏବଂ P । ଶ୍ରଦ୍ଧା ପୂର୍ବକ କମେଣ୍ଟ ବକ୍ସରେ ଜୟ ଶନିଦେବ ଲେଖନ୍ତୁ। ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button