ସ୍ୱାସ୍ଥ୍ୟ

ପ୍ରତି ଦିନ ନିଜ ଖାଦ୍ୟ ରେ ଏହି ୫ ଟି ଜିନିଷ ନିଶ୍ଚିନ୍ତ ସାମିଲ କରନ୍ତୁ, କ୍ୟାନ୍ସର ଭଳି ବଡ ରୋଗ ଆପଣଙ୍କ ଠାରୁ ଦୂର ହୋଇ ରହିବ

କ୍ୟାନ୍ସର ଗୋଟେ ଏମିତିକା ରୋଗ ଯାହା ଦ୍ଵାରା ବହୁତ ଲୋକଙ୍କ ଜୀବନ ଯାଇଛି, ଆଜି ପର୍ଯ୍ୟନ୍ତ ଏହାକୁ ପୂର୍ଣ ରୂପରେ ଭଲ କରା ଯାଇ ପାରି ନାହିଁ, କିନ୍ତୁ ଏହା ଦୁନିଆରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି, କ୍ୟାନ୍ସର ପାଇଁ କେମୋଥେରେପି ବହୁତ ଭଲ ଚିକିତ୍ସା କରି ଥାଏ ଯାହା ଫଳରେ କ୍ୟାନ୍ସର ବହୁତ ଭଲ ହୋଇ ଯାଏ କିନ୍ତୁ ଏହା ବହୁତ ମହଙ୍ଗା ହୋଇ ଥାଏ ।

କିନ୍ତୁ ଏଯାଏଁ ମେଡିକାଲ ସାଇନ୍ସ କ୍ୟାନ୍ସରରୁ ବଞ୍ଚିବା ପାଇଁ ଔଷଧ ଉପରେ ମୂହର ଲଗେଇ ନାହାନ୍ତି, କ୍ୟାନ୍ସର ଗୋଟେ ଏମିତିକା ରୋଗ ଯାହା କାହାକୁ ବି କେବେ ବି ହୋଇ ପାରେ ।

ଏହାର କାରଣ କହିବା ବହୁତ କଷ୍ଟକର ଅଟେ କାହିଁକିନା ଏହାର କାରଣ ଜାଣି ହୁଏ ନାହିଁ, ଲୋକଙ୍କୁ ଲାଗେ କ୍ୟାନ୍ସର ସିଗ୍ରେଟ, ତମ୍ବାକୁ ଏବଂ ମଦ ଦ୍ଵାରା ହୋଇ ଥାଏ କିନ୍ତୁ ଏହା ସତ ନୁହ । ଯେଉଁ ଲୋକ ଏହାର ସେବନ କରନ୍ତି ନାହିଁ ତାଙ୍କୁ ମଧ୍ୟ କ୍ୟାନ୍ସର ଭଳି ଭୟଙ୍କର ରୋଗ ହୋଇ ଥାଏ ତେବେ ଆସନ୍ତୁ ଜାଣିବା ଏମିତି ୫ଟି ଜିନିଷ ବିଷୟରେ ଯାହାକୁ ଖାଇଲେ ଆପଣଙ୍କୁ କେବେ ବି କ୍ୟାନ୍ସର ଭଳି ରୋଗ ହବ ନାହିଁ ।

– ହଳଦୀ :

ଭାରତ ରେ ହଳଦୀ ସମସ୍ତଙ୍କ ଘରେ ଉପଯୋଗ ହୋଇ ଥାଏ, ହଳଦୀ ରେ କେତେକ ଗୁଣକାରୀ ତତ୍ଵ ହୋଇ ଥାଏ, ବର୍ତମାନ ରେ ବ୍ରିଟିଶ ରେ ହଳଦୀ ଉପରେ ରିସର୍ଚ କରା ଯାଇ ଥିଲା ଓ ବୈଜ୍ଞାନିକଙ୍କ ଅନୁଯାଇ ହଳଦୀ ରେ କୁର୍କୁମୀନ ନାମକ ତତ୍ଵ ହୋଇ ଥାଏ ଯାହା କ୍ୟାନ୍ସରକୁ ମୂଳରୁ ସମାପ୍ତ କରିବା ପାଇଁ ଲାଭକାରୀ ଅଟେ ।

– ଅଦା :

ଅଦା ମଧ୍ୟ ସମସ୍ତଙ୍କ ଘରେ ସହଜ ରେ ପାଇ ଯିବେ, ତାଜା ଅଦା ରେ କ୍ୟାନ୍ସର କୋଷିକାମାନଙ୍କ ଠାରୁ ଲଢିବା ପାଇଁ କିଛି ବିଶେଷ ଗୁଣ ହୋଇ ଥାଏ । ଅଦା କିମୋଥେରେପି ବା ରେଡିଓଥେରେପି ଦ୍ଵାରା ହାଉଥିବା ଅସୁବିଧା ରେ ମଧ୍ୟ କାମ ଦେଇ ଥାଏ ।

– ରସୁଣ :

ରିସର୍ଚ ଅନୁଯାଇ ଯଦି ଆପଣ ପ୍ରତି ଦିନ କିଛି ମାତ୍ରା ରେ ରସୁଣ ସେବନ କରୁଛନ୍ତି ତେବେ ଆପଣଙ୍କୁ କ୍ୟାନ୍ସର ହବାର ଚାନ୍ସ ୮୦% କମି ଯାଇ ଥାଏ । ରସୁଣ ଓ ପିଆଜ ରେ ଥିବା ପୋଷ୍ଟିକ ତତ୍ଵ କ୍ୟାନ୍ସର ଜୀବାଣୁ କୁ ଶରୀର ଭିତରେ ମାରି ଦେଇ ଥାଏ ।

– ଅଁଳା :

ଅଁଳା ରେ ଏନ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରା ରେ ରହି ଥାଏ, ଏହା ଶରୀର ରେ କାର୍ସିନୋଜେନିକ କୋଶିକାକୁ ବଢିବାରୁ ଅଟକେଇ ଥାଏ । ବିଟାମିନ ସି ଦ୍ଵାରା ପରି ପୂର୍ଣ ଅଁଳା ବହୁତ ଚମତ୍କାରୀ ଜିନିଷ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button