Utkalmail TV
-
ଦୁଇ ବନ୍ଧୁକ ସହ ଇଂଜିନିୟରିଂ ଛାତ୍ର ଗିରଫ, ସ୍କୁଟି ଜବତ
ଟାଙ୍ଗୀ-ଚୌଦ୍ୱାର :- କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥ ଚଟିଲୋ ଗଡା ନିକଟରୁ ଟାଙ୍ଗୀ ପୋଲିସ ଏକ ସ୍କୁଟିରୁ ଦୁଇଟି ବନ୍ଧୁକ ଜବତ…
Read More » -
ଇଣ୍ଡୋନେସିଆ ଓ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ବୈଠକ
ବାଲି, – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇଣ୍ଡୋନେସିଆ ଗସ୍ତର ଅନ୍ତିମ ଦିନରେ ବାଲି ଠାରେ ଇଣ୍ଡୋନେସିଆର ଶିକ୍ଷା…
Read More » -
ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ: ଗୃହ ମନ୍ତ୍ରଣାଳୟକୁ ଏସସିଙ୍କ ଜବାବ ତଲବ
ନୂଆଦିଲ୍ଲୀ: ଦେଶରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ କୁହାଯାଇଛି। ଉତ୍ତର ପ୍ରଦେଶ, ଛତିଶଗଡ, ହରିଆଣା,…
Read More » -
ଯୱାନଙ୍କୁ ଫସେଇବାକୁ ପାକ୍ ର ଷଡଯନ୍ତ୍ର
ପାକିସ୍ତାନର ଟାର୍ଗେଟରେ ଭାରତୀୟ ସୁରକ୍ଷା କର୍ମୀ। ଭାରତୀୟ ସୁରକ୍ଷା କର୍ମୀଙ୍କୁ ଫସେଇବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛି ପାକିସ୍ତାନ। ବର୍ତ୍ତମାନ ଏମିତି କିଛି ଚାଲ ଆପଣାଇଛି…
Read More » -
ଅଷ୍ଟ୍ରେଲିଆ: ଦୁର୍ଘଟଣାରେ ପଞ୍ଜାବୀ ସିଙ୍ଗରଙ୍କ ମୃତ୍ୟୁ
ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରଖ୍ୟାତ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହଙ୍କ ମୃତ୍ୟୁ। ବୁଧବାର ଅପରାହ୍ନ ୩.୩୦ରେ ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ…
Read More » -
ଭୋପାଳ: ୩ ଦିନରେ ତିନି ଜଣ ରାତ୍ରୀ ଜଗୁଆଳୀଙ୍କୁ ହତ୍ୟା। ମଧ୍ୟପ୍ରଦେଶର ମୋତିନଗରରେ ଏହାକୁ ନେଇ ଚାଞ୍ଚଲ୍ୟ। ହତ୍ୟାକାରୀ ତିନି ଦିନରେ ହତ୍ୟାକାଣ୍ଡରେ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରିଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ଓ ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ହତ୍ୟାକାରୀକୁ ଠାବ କରିବାକୁ ନାକେଦମ୍ ହେଲାଣି ପୁଲିସ। ସନ୍ଦେହରେ କିଛି ଲୋକଙ୍କୁ ଉଠାଇ ପଚରାଉଚୁରା କରୁଥିବା ପୁଲିସ କହିଛି, ଖୁବ୍ ଶୀଘ୍ର ହତ୍ୟାକାରୀ ପାଖରେ ସେମାନେ ପହଞ୍ଚିବେ। ୩ ଦିନରେ ୩ ମର୍ଡର। ଟାର୍ଗେଟରେ ନାଇଟ୍ ଓ୍ୱାଚମ୍ୟାନ୍। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହାକୁ ନେଇ ହଇଚଇ। ମୋତିନଗର ଏରିଆରେ ହତ୍ୟାକାରୀ କାହିଁକି ଏଭଳି ବୀଭତ୍ସ ଭାବେ ରାତ୍ରୀ ଜଗୁଆଳୀଙ୍କୁ ଟାର୍ଗେଟ କରି ମାରୁଛି, ତାକୁ ନେଇ ଚାରିଆଡ଼େ କୋକୁଆଭୟ। ପୁଲିସ ବି ଏହାର ସୁରାକ ଖୋଜୁଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ରାତି ଦିନ ଏକ୍ କରିଦେଇଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ବ୍ୟବହାର କରିଛି ହତ୍ୟାକାରୀ। ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ଆଉ ତୃତୀୟ ହତ୍ୟାକାଣ୍ଡରେ କୋଦାଳ ବ୍ୟବହାର କରିଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ପୁଲିସ ବିଭିନ୍ନ ଦିଗକୁ ଦେଖୁଛି। ସନ୍ଦେହରେ କିଛି ଲୋକଙ୍କୁ ଉଠାଇଆଣିଛି ଆଉ ପଚରାଉଚୁରା କରୁଛି। ତେବେ କିଏ ତା ହେଲେ ସିରିଏଲ କିଲର୍। କାହିଁକି ଏମିତି ନାଇଟ ଓ୍ୱାଚମ୍ୟାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରୁଛି। ସୁରକ୍ଷା କର୍ମୀ ଶୋଇଥିଲା ବେଳେ ସେମାନଙ୍କ ମୁଣ୍ଡକୁ ବୀଭତ୍ସ ଭାବେ ହାତୁଡ଼ି, ପଥର ଓ କୋଦାଳରେ ମର୍ଡର କରୁଛି। ତେବେ ହତ୍ୟାର ଶୀକାର ହୋଇଥିବା ଦ୍ୱିତୀୟ ନାଇଟ ଓ୍ୱାଚମ୍ୟାନର ମୋବାଇଲ ତୃତୀୟ ଓ୍ୱାଚମ୍ୟାନ ପାଖରେ ଠାବ କରାଯାଇଛି। ପ୍ରତି ମାମଲାରେ ହତ୍ୟାକାରୀ ରାତ୍ରୀ ଜଗୁଆଳୀଙ୍କ ଆଖି କେତେବେଳେ ଲାଖିଯିବ, ତାକୁ ଅନାଇ ବସୁଛି। ଆଉ ନିଦରେ ଶୋଇଲା ମାତ୍ରେ ସୁଯୋଗ ଉଣ୍ଡି ସେମାନଙ୍କୁ ମାରିଦେଉଛି। ହତ୍ୟାର ଶୀକାର ହୋଇଥିବା ସୁରକ୍ଷାକର୍ମୀ ହେଲେ ଉତ୍ତମ ରଜାକ, କଲ୍ୟାଣ ଲୋଧି ଓ ଶମ୍ଭୁରାମ ଦୁବେ। ସମସ୍ତଙ୍କ ବୟସ ୫୦ରୁ ୬୦ ବର୍ଷ ଭିତରେ। ଆଉ ଚତୁର୍ଥ ସୁରକ୍ଷାଗାର୍ଡ ହେଉଛନ୍ତି ମଙ୍ଗଲ ଅହିରଓ୍ୱାର। ଯିଏ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ହସ୍ପିଟାଲ ବେଡରେ
ଭୋପାଳ: ୩ ଦିନରେ ତିନି ଜଣ ରାତ୍ରୀ ଜଗୁଆଳୀଙ୍କୁ ହତ୍ୟା। ମଧ୍ୟପ୍ରଦେଶର ମୋତିନଗରରେ ଏହାକୁ ନେଇ ଚାଞ୍ଚଲ୍ୟ। ହତ୍ୟାକାରୀ ତିନି ଦିନରେ ହତ୍ୟାକାଣ୍ଡରେ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର…
Read More » -
ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନୀତିଶ
୨୪ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୀତିଶ କୁମାର। ମୋଦିଙ୍କୁ ଟକ୍କର ଦେବାକୁ ନୀତିଶ ହିଁ ସମର୍ଥ। କିଛି ଏଭଳି ଆଶାର ସଞ୍ଚାର ଦେଶ ରାଜନୀତିରେ ପୁଣି ଉଜ୍ଜିବୀତ କରିଛନ୍ତି…
Read More » -
ମୋଦିଙ୍କୁ ଆମେରିକୀୟ କୋର୍ଟଙ୍କ ସମନ
କଲମ୍ବିଆ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅନ୍ୟ ବହୁ ଭାରତୀୟଙ୍କ ବିରୋଧରେ ମାମଲା। ମାମଲାକୁ ନେଇ ଆମେରିକାର କଲମ୍ବିଆ…
Read More » -
(no title)
ପାଟନା: ବିଜେପି ମୁକ୍ତ ଭାରତ ଗଠନ ପାଇଁ ଆହ୍ୱାନ। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ କେସିଆରଙ୍କ ସାକ୍ଷାତ ପରେ କେସିଆରଙ୍କ ଏଭଳି ଆହ୍ୱାନ ଏବେ ରାଜନୈତିକ ଦୃଷ୍ଟିକୋଣରୁ…
Read More » -
ମୋଦି ଖରାପ, ଆରଏସଏସ ଭଲ: ମମତା
ଭାରତକୁ ବିଜେପି ମୁକ୍ତ କରିବା ଲାଗି ରାଜନୀତିକ ରଣନୀତି ଓ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଜାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏକ ବୟାନ ଆଲୋଡ଼ନ…
Read More »