ବିଚାର

ସୁଗାର 380 ରହୁକି 480, କିମ୍ବା 30 ବର୍ଷ ପୁରୁଣା ହେଉ… ଏହି କାଢା ମାତ୍ର 7 ଦିନରେ କରିଦେବ ଭଲ

ସୁଗାର, ଡାଇବେଟିସ, ଓ ମଧୁମେହ ଗୋଟିଏ ଏମିତି ରୋଗ ପ୍ରାୟ ସବୁ ବ୍ୟକ୍ତି ଚିନ୍ତି ରହି ଥାନ୍ତି । ଆଜିଏଆ ସମୟରେ ଛୋଟ ଛୁଆଙ୍କୁ ମଧ୍ୟ ଡାଇବେଟିସ ହେଉଛି । ମଧୁମେହ ଗୋଟିଏଆ ଜୀବନ ଶୈଳୀ ବାଲା ରୋଗ ଅଟେ । ଆମେ ଏହି ଜିନିଷକୁ ବୁଝି ପାରିନଥାଉ କି ଜୀବନ ଶୈଳୀ ରୋଗ ମାନେ କଣ । ଆଜି ଆମେ ଏମିତି ତିନୋଟି ଉପାୟ ବିଷୟରେ କହିବୁ ଯାହା ଆୟୁର୍ବେଦିକ ଅଟେ ଆଉ ବହୁତ ସହଜ ହୋଇଥାଏ ।

ତାକୁ କରିବା ଦ୍ଵାରା ଆପଣ ବହୁତ ସହଜରେ ଆପଣ ଡାଇବେଟିସ ଠିକ କରିପାରିବେ । କିନ୍ତୁ ତା ପୂର୍ବରୁ ଭାବିବାକୁ ହୋଇଥାଏ ଡାଇବେଟିସ କଣ ପାଇଁ ହୋଇଥାଏ । ଡାଇବେଟିସ ରୋଗର କାରଣ ଆମର ଜୀବନ ଶୈଳୀ ହୋଇଥାଏ । ପୁରୁଣା ସମୟରେ ଡାଇବେଟିସ ବହୁତ କମ ହେଉଥିଲା । ଯେଉଁ ମାନେ ଜୀବନକୁ ଠିକ ଢଙ୍ଗରେ ବିତାନ୍ତି ନହିଁ ସେମାନକୁ ଡାଇବେଟିସ ହୋଇଥାଏ ।

ପୂର୍ବ କାଳରେ ଲୋକ ଶାରୀରିକ ପରିଶ୍ରମ ବହୁତ କରିଥାନ୍ତି । କକିନ୍ତୁ ଆଜି କଳିର ଜୀବନ ଶୈଳୀ ବହୁତ ଲେଜି ହୋଇଗଲନି । ଆଉ ପୂର୍ବ ଭଳି ଏତେ ପରିଶ୍ରମ କରୁ ନାହାନ୍ତି ଲୋକମାନେ ଜୀବନ ଶୈଳୀ ବହୁତ ସହଜ ଆଉ ଆରାମ ଦାଯକ ହୋଇଗଲାଣି । ଆଉ ଜୀବନ ଶୈଳୀର ଚେଞ୍ଜେସ ରୋଗର କାରଣ ହୋଇଥାଏ ।

ପତିଦିନ ସକାଳୁ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ବାହାରେ ବୁଲିବା ଦରକାର, କାରଣ ସୂର୍ଯ୍ୟ କିରଣ ଆମ ଶରୀର ପାଇଁ ବହୁତ ଦରକାରୀ ହୋଇଥାଏ । ଯେଉଁ ଭଳି ଗୋଟିଏ ସୋଲାର ପ୍ଲେଟ ସୂର୍ଯ୍ୟ କିରଣକୁ ବିଜୁଳିରେ କନଭର୍ଟ କରିଥାଏ ସେହି ଭକି ଆମ ଶରୀର ସୂର୍ଯ୍ୟ କିରଣକୁ ଭିଟାମିନ ଡି ରେ କନଭର୍ଟ କରିଥାଏ । ଏହି ଭିଟାମିନ ଡି ହିଁ ଡାଇବେଟିସକୁ ଖତମ କରିଥାଏ । ଭିଟାମିନ ଡି ଶରୀରର ଇମ୍ୟୁନିଟିକୁ ବଢାଇ ଥାଏ ।

ଆଉ ଆଜିର ଏହି ଭାଇରସ ଠାରୁ ମଧ୍ୟ ବଞ୍ଚାଇ ଥାଏ । ସୂର୍ଯ୍ୟ ଉଦୟ ହେବା ସମୟରେ କି ଅସ୍ତ ସମୟର କିରିଣ ବହୁତ ଲାଭ ଦାୟକ ହୋଇଥାଏ ଶରୀର ପାଇଁ । ଡାଇବେଟିସକୁ ଠିକ କରିବା ପାଇଁ ଯାମୁନର ମଞ୍ଜି ପାଉଡର ବହୁତ ଲାଭ ଦୟାକ ହୋଇଥାଏ ଡାଇବେଟିସ ରୋଗୀଙ୍କ ପାଇଁ । ଆଉ ସେଇ ମଞ୍ଜିକି ଖରାରେ ଶୁଖାଇ ତାକୁ ଗୁଣ୍ଡ କରି ତାକୁ ସକାଳେ ଖାଲି ପେଟରେ ନଖ ଉଷୁମ ପାଣିରେ ନିଅନ୍ତୁ ।

ଏମିତି କରିବା ଦ୍ଵାରା ତିନି ମାସ ଭିତରେ ଡାଇବେଟିସର ସମସ୍ଯା ଦୂର ହୋଇଯାଇଥାଏ । ଆଉ ଆପନ୍ନକ ପୁରା ଦିନରେ ୫୦ ପ୍ରତିଶତ ଜିନିଷ କଞ୍ଚା ଖାଇବାକୁ ହେବ । ଏହି ଜିନିଷ ବହୁତ ଜରୁରୀ ହୋଇଥାଏ । ଏହି ଉପାୟ ଯଦି ଆପଣେଇବେ ତେବେ ତିନିମାସ ଭିତରେ ଡାଇବେଟିସ ଖତମ ହୋଇଯିବ । ଆପଣ ଗିଲୋୟର କାଢା ମଦ୍ୟ ବନାଇକି ସେଆବ୍ନ କରିପାରେ , ଅଳ୍ପ ଗରମ ପାଣି ରେ ଗିଲୋଏ ପକାଇ ଅଧା ପାଣି ହେବା ପର୍ଯ୍ୟନ୍ତ ଫୁଟନ୍ତୁ ଆଉ ସକାଳେ ସେବନ କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button