ମୁହଁରେ ବ୍ରଣ, କଳା ଦାଗ ଦୂର କରିବା ପାଇଁ ବେଶନରେ ଏହାକୁ ମିଶାଇ ଲଗାନ୍ତୁ ଦେଖିବେ ଚେହେରା ଏତେ ଗୋରା ହୋଇଯିବ କି ସମସ୍ତେ ଦେଖି ହେବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଫେସ ୟାକ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ମୁହଁରେ କଳା ଦାଗ ଦୂର ହେବା ସହ ବ୍ରଣ ଆଦି ସମସ୍ଯା ଦୂର ହୋଇଯିବ । ଏହି ଫେସ ପ୍ୟାକ ଘରର ପ୍ରାକୃତିକ ଜିନିଷରେ ତିଆରି କରାଯିବ । ଆଜିକାଲି ମୁହଁରେ ଅନେକ ପ୍ରକାରର ସମସ୍ଯା ଦେଖା ଯାଉଛି । ଯେମିତିକୀ ମୁହଁରେ ବ୍ରଣ, କଳା ଦାଗ ହେବା ଆସି ସମସ୍ଯା ଅଧିକାଂଶ ଝିଅ ମାନଙ୍କ ଠାରେ ଦେଖା ଯାଉଛି । ତେବେ ଆସନ୍ତୁ ଜାଣିବା ଏହାର ପ୍ରତିକାର ବିଷୟରେ ।
ଏଥିପାଇଁ ଆବଶ୍ୟକ ରହିଛି ଆଳୁ । ଆଳୁକୁ ଭଲ ଭାବେ ଧୋଇ ଦେଇ ଏହାର ଚୋପା ବାହାର କରନ୍ତୁ । ଏହା ପରେ ଆଳୁକୁ ଭଲ ଭାବେ ଛେଲି ଦିଅନ୍ତୁ । ଏହା ପରେ ଏକ ଚାମଚ ଆଳୁ ଛେଲି ବା ଆଳୁ ରସ ନେବାକୁ ପଡିବ । ଏକ ପାତ୍ରରେ ଆଳୁ ଛେଲି ରଖିବା ପରେ ଏଥିରେ ଅଧ ଚାମଚ ବେସନ ମିଶ୍ରଣ କରନ୍ତୁ । ବେଶନରେ ଥିବା ପୋଷାକ ତତ୍ଵ ଆମ ମୁହଁରେ ଥିବା କଳା ଦାଗ ଦୂର କରିବାରେ ସହାୟକ ହୋଇଥାଏ ।
ବେସନ ସବୁ ପ୍ରକାରର ସ୍କିନ ଜନିତ ସମସ୍ୟାରେ ସୁଟ କରିଥାଏ । ଏହା ପରେ ଆଡ କରନ୍ତୁ ଅଧ ଚାମଚ ଚାଉଳ ଚୂନା । ଯେତିକି ପରିମାଣରେ ବେସନ ନେବେ ସେତିକି ଚାଉଳ ଚୂନା ମଧ୍ୟ ନେବେ । ଚାଉଳ ଚୂନାର ବ୍ଯବହାର କରିବା ଦ୍ଵାରା ସ୍କିନରେ ଦାର୍କନେସ ଦୂର ହୋଇଥାଏ । ଏହା ପରେ ଆଡ କରନ୍ତୁ ଅଧ ଚାମଚ ମହୁ । ମହୁରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ପିମ୍ପଲକୁ ରିମୁଭ କରିଥାଏ । ଏହା ପରେ ଆଡ କରିବେ କଞ୍ଚା କ୍ଷୀର ।
କଞ୍ଚା କ୍ଷୀର ଆମ ସ୍କିନକୁ ବ୍ରାଇଟନେସ ଆଣିବାରେ ସହାୟକ ହୋଇଥାଏ । ଏହା ପରେ ଏହି ସବୁ ସାମଗ୍ରୀର ଭଲ ଭାବେ ମିଶ୍ରଣ କରନ୍ତୁ । ଏହା ପରେ ୫ ମିନିଟ ରଖି ଦିଅନ୍ତୁ । ଏମିତି କରିବା ଦ୍ଵାରା ଫ୍ରେସ ପ୍ୟାକ ବସିଯିବ । ଏହି ପ୍ୟାକ ମୁହଁ ରେ ଲଗାଇବା ପୂର୍ବରୁ ମୁହଁ କୁ ଭଲ ଭାବେ ଧୋଇ ଦିଅନ୍ତୁ । ଏହି ଫେସ ଲ୍ୟାକ ୫ ରୁ ୧୦ ମିନିଟ ଯାଏଁ ଫେସରେ ଲଗାଇ ଭଲ ବାହାବେ ମଶାଚ କରନ୍ତୁ । ଏହା ପରେ କିଛି ସମୟ ପରେ ମୁହଁ ଧୋଇ ଦିଅନ୍ତୁ ।
ଏହି ଫେସ ପ୍ୟାକ ମୁହଁରେ ଅଲଗା ପ୍ରକାରର ଗ୍ଲୋ ଆସିବାରେ ଲାଗିବ । ଏହା ସହ ମୁହଁ କ୍ଳିନ ଓ କ୍ଲିୟର ହୋଇଯିବ । ଆପଣଙ୍କ ମୁହଁରେ ଥିବା ପିମ୍ପଲ, ବ୍ରଣ ଓ କଳାଦାଗ ବହୁତ ଜଲ୍ଦି ଦୂର ହୋଇଯିବ । ଏହି ଫେସ ପ୍ୟାକ ବ୍ୟବହାର କରିବା ପରେ ଆପଣଙ୍କ ମୁହଁରେ ଅଲଗା ଚମକ ଆସିଯିବ ।
ଏହାକୁ ବ୍ୟବହାର କରିବା ପରେ ମୁହଁରେ ମଶ୍ଚୁରାଇଜର ବ୍ୟବହାର କରି ପାରିବେ । ଏହା ସହ ଆଲୋଭେରା ଜେଲ ମଧ୍ୟ ପ୍ରୟୋଗ କରି ପାରିବେ । ବନ୍ଧୁଗଣ ଆପଣ ଅମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।