ଜୀବନଶୈଳୀ

ଯଦି ଆପଣଙ୍କ ଭିତରେ ମଧ୍ୟ ଅଛି ଏହି ସବୁ ଲକ୍ଷଣ ତେବେ ଆପଣ ପ୍ରକୃତରେ ଅଟନ୍ତି ବୁଦ୍ଧିମାନ, ଆସନ୍ତୁ ଜାଣିବା ଏହି ଲକ୍ଷଣ ବିଷୟରେ

ଦୁନିଆ ରେ ଏମିତି ବହୁତ ଲୋକ ଅଛନ୍ତି ଯିଏ ନିଜ ଟ୍ୟାଲେନ୍ଟ କୁ ଜାଣି ନାହାନ୍ତି, କେତେକ ଥର ଲୋକ ନିଜକୁ ନିଜେ ଅଣ୍ଡର ଏସ୍ଟିମେଟ କରି ଥାଆନ୍ତି କିନ୍ତୁ ସେ ସେହି କାମକୁ ବହୁତ ଭଲ ଭାବରେ କରି ପାରନ୍ତି ଓ କରିବା ପାଇଁ କ୍ଷମତା ରଖନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ନିଜ ବିଷୟରେ କିଛି ବିଶେଷ ଲକ୍ଷଣ ଜାଣି ପାରିବେ ।

ଯଦି ରାତିରେ ଡେରି ରେ ସୋଊଛନ୍ତି :

ଆପଣଙ୍କୁ ଶୁଣି ଅଜବ ଲାଗିବ କିନ୍ତୁ ଏହା ସତ ଅଟେ, ଯଦି ଆପଣ ରାତିରେ ଡେରି ରେ ସୋଉଛନ୍ତି ତେବେ ଏହାକୁ ନିଜ ଖରାପ ଅଭ୍ୟାସ ଭାବନ୍ତୁ ନାହିଁ ଏହା ଆପଣଙ୍କ ବୁଦ୍ଧିମାନ ହବାର ଲକ୍ଷଣ ଅଟେ । ଗୋଟେ ଅଧ୍ୟୟନ ଅନୁଯାଇ ପ୍ରାୟତଃ ଯେଉଁ ଲୋକ ରାତିରେ ଡେରି ରେ ସୁଅନ୍ତି ସେ ନେଟରେ କିଛି ନୂଆ ଶିଖିବା ପାଇଁ ଇଛୁକ ହୋଇ ଥାନ୍ତି ଯାହା ଦ୍ଵାରା ତାଙ୍କ ବୁଦ୍ଧି ବଢି ଥାଏ ।

ଯଦି ଆପଣ ଅଳସୁଆ ଅଛନ୍ତି :

ଯଦି ଆପଣଙ୍କୁ ବହୁତ ଅଳସୁଆ ଲାଗୁଛି ତେବେ ଏହା ଖରାପ ନୁହଁ ସାଇଣ୍ଟିଫିକ ରିଜନ ଦ୍ଵାରା ଏହା କୁହା ଯାଇଛି ଯେ ସାମାନ୍ୟ ମଣିଷ ତୁଳନା ରେ ଅଳସୁଆ ଲୋକ ଖାଇବା ପରେ ୨୦% ଅଧିକ କାମ କରି ଥାଏ ।

ଯଦି ଆପଣ ଅଧିକ ସୋଶିଅଲ ନାହାନ୍ତି :

ଆପଣଙ୍କୁ କହି ଦବାକୁ ଚାହୁଁଛୁ ଯେ ଯେଉଁ ଲୋକ ଅଧିକ ସୋଶିଅଲ ହୁଅନ୍ତି ନାହିଁ ବା ଅନ୍ୟ ଲୋକଙ୍କ ସହ ମିଶିବା ପାଇଁ ସମୟ ଲଗାନ୍ତି ସେହି ଭଳି ଲୋକ ବୁଦ୍ଧିମାନ ହୋଇ ଥାନ୍ତି । ଏହା ପଛରେ ବହୁତ ବଡ କାରଣ ହୋଇ ଥାଏ ସାମାନ୍ୟ ଲୋକଙ୍କ ତୁଳନା ରେ ଏହି ଭଳି ଲୋକ ବହୁତ ଭାବି ଚିନ୍ତି କାମ କରି ଥାନ୍ତି । ସୋଶିଅଲ ନହବା ଗୋଟେ ସମସ୍ୟା ଅଟେ କିନ୍ତୁ ଏହା ବୁଦ୍ଧିମାନ ଲୋକଙ୍କ ଲକ୍ଷଣ ମଧ୍ୟ ହୋଇ ଥାଏ ।

ନଖ ଖାଇବା ଅଭ୍ୟାସ :

ନଖ ଖାଇବା ଡକ୍ଟର ଅନୁଯାଇ ବହୁତ ଖରାପ ଓ ହାନିକାରକ ଅଭ୍ୟାସ ଅଟେ କିନ୍ତୁ ବୁଦ୍ଧିମାନ ଲକ୍ଷଣ ଅନୁଯାଇ ଏହା ବୁଦ୍ଧିମାନ ଲୋକ କରି ଥାନ୍ତି, ବୁଦ୍ଧିମାନ ଲୋକ ନଖ ସେତେବେଳେ ଖାଇ ଥାନ୍ତି ଯେତେବେଳେ ସେ କୌଣସି କଥା ଉପରେ ଘୋର ଭାବନା ରେ ବୁଡିକି ରୁହନ୍ତି ଓ ସମାଧାନ ଖୋଜିବାରେ ବ୍ୟସ୍ତ ରୁହନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button