ସାହିଦ ଆଫ୍ରିଦ ପିଏମ ମୋଦୀଙ୍କୁ ନେଇ ଦେଲେ ଏହି ବଡ ବୟାନ, ଯାହାଉପରେ ଭଡକିଲେ ସମସ୍ତ କ୍ରିକେଟ ଖେଳାଳି, ହରଭଜନ କହିଲେ…

ଭାରତ ଦିଗଜ ବଲର ସ୍ପିନର ହର୍ବଜନ ସିଂହ ରବିବାର ଦିନ କହିଛନ୍ତି ଯେ ସେ ପାକିସ୍ତାନ ପୂର୍ବ କପ୍ତାନ ଶାହିଦ ଆଫ୍ରିଦୀ ସହ କୌଣସି ପ୍ରକାର ସମ୍ପର୍କ ରଖିବା ପାଇଁ ଚାହନ୍ତି ନାହିଁ, ତାଙ୍କ କହିବା ଅନୁଯାଇ ଯେଉଁ ଦିନୁ ସାହିଦ କଶ୍ମୀର ବିଷୟରେ ଟ୍ବିଟ କରିଛନ୍ତି ତାଙ୍କ ସହ କୌଣସି ସମ୍ପର୍କ ରହି ଯାଇ ନାହିଁ । ହର୍ବଜନ ସିଂହ ଖେଳ ଉପରେ ମଧ୍ୟ ଏହା କହିଛନ୍ତି ଯେ ‘ଯାହା ସାହିଦ ଆଫ୍ରିଦୀ କହିଛନ୍ତି, ତାହା ବହୁତ ନିରାଶାପୂର୍ଣ ଅଟେ, ଆମ ଦେଶ ପ୍ରଧାନ ମନ୍ତ୍ରୀ ପାଇଁ ଯାହା କିଛି ବି ସେ ବିଚାର ପ୍ରକଟ କରିଛନ୍ତି ତାହା କୌଣସି ପ୍ରକାରରେ ସ୍ଵୀକାର କରିବା ଯୋଗ୍ଯ ନୁହଁ ।’
ହର୍ବଜନ ସିଂହ ଏବଂ ୟୁବରାଜ ସିଂହ ନା ଚର୍ଚା ବିଷୟ ଥିଲା କାହିଁକିନା ସେ ଦୁଇ ଜଣ ପୂର୍ବ ପାକିସ୍ତାନ କ୍ୟାପଟେନ ସାହିଦ ଆଫ୍ରିଦୀ ଫାଉଣ୍ଡେସନକୁ କରୋନା ଭାଇରସ ପାଇଁ ଫଣ୍ଡ ଦବାକୁ କହିଥିଲେ । ହର୍ଭଜନ କହିଲେ ଇମାନ୍ଦାର ହୋଇ କହିବାକୁ ଗଲେ ଆମକୁ ଚର୍ରେଟି ପାଇଁ ସାହିଦ କହିଲେ, ଆମେ କେବଳ ମଣିଷତ୍ଵ ପାଇଁ ଏହା କରିବା ପାଇଁ ପ୍ରୟାସ କଲୁ ଏବଂ ସେହି ଲୋକ ପାଇଁ ଯିଏ କରୋନା ଅସୁବିଧାର ସାମ୍ନା କରୁଛନ୍ତି ।
ତେବେ ଆମ ପ୍ରଧାନ ମନ୍ତ୍ରୀ ସମସ୍ତଙ୍କ ପାଇଁ ଏହା କହିଥିଲେ ଯେ କରୋନା ଭାଇରସ ଏମିତି ଗୋଟେ ସଂକ୍ରମଣ ଯାହା ସୀମା ପାର ମଧ୍ୟ ଯାଇଥାଏ ଏବଂ ଯାହା ଧର୍ମ ଏବଂ ଜାତି ମାନି ନଥାଏ, ତେବେ ଆମେ ଯେଉଁ କାମ ପାଇଁ ଏହାକୁ ପ୍ରୋମୋଟ କରୁଥିଲୁ ତାହା କେବଳ ସେହି ଲୋକଙ୍କ ପାଇଁ ସାହାଜ୍ଯ ଥିଲା ଯିଏ ଅସହାୟ ଅଟନ୍ତି ଏବଂ ସତରେ ଯେଉଁ ମାନେ କରୋନା ଦ୍ଵାରା ସଂକ୍ରମିତ ଅଟନ୍ତି ତାଙ୍କ ପାଇଁ ଥିଲା ।
କିନ୍ତୁ ଏହି ବ୍ୟକ୍ତି ଆମ ଦେଶ ବିଷୟରେ କଥା କହୁଅଛି, ମତେ କେବଳ ଏତିକି କହିବାର ଅଛି ଯେ ମୋର ସାହିଦ ଆଫ୍ରିଦୀ ସହ କୌଣସି ସମ୍ପର୍କ ନାହିଁ, ଆମ ଦେଶ ସମସ୍ୟା ବିଷୟରେ କହିବା ପାଇଁ ତାଙ୍କୁ କୌଣସି ଅଧିକାର ନାହିଁ ଏବଂ ଆମ ଦେଶ ସୀମା ଏବଂ ଦେଶ ଠାରୁ ଦୂର ଅଛନ୍ତି । ମୁଁ ଏହି ଦେଶରେ ଜନ୍ମ ହୋଇଛି, ଏବଂ ଏହି ଦେଶରେ ମୃତ୍ୟୁ ପାଇବି, ମୁଁ ନିଜ ଦେଶ ପାଇଁ ୨୦ ବର୍ଷ ଖେଳିଛି ଏବଂ ଭାରତ ପାଇଁ ସବୁ ପ୍ରକାର ସବୁ କିଛି କରିବା ପାଇଁ ରାଜି ଅଛି । ଯଦି ଦରକାର ପଡିଲା ତେବେ ମୁଁ ବଡର ଉପରେ ଯିବା ପାଇଁ ପ୍ରଥମ ମଣିଷ ହୋଇବି । ଏହି ବିଷୟରେ ଯୁବ ରାଜ ମଧ୍ୟ ଟୁଇଟ କରି କହିଥିଲେ କି