କିଛି ବି ହେଇଯାଉ ନା କାହିଁକି ଏମିତି ତୁଳସୀ ଭୁଲରେ ବି ଘରେ ଲଗେଇବେ ନାହିଁ, ପୁରା ଘର ପରିବାର ନଷ୍ଟ ହୋଇଯାଏ, ମା’ ହୁଅନ୍ତି କ୍ରୋଧିତ

ଭୁଲରେ ମଧ୍ୟ ଏହିଭଳି ତୁଳସୀ ଆପଣଙ୍କ ଘରେ ଲଗାନ୍ତୁ ନାହିଁ, ନଚେତ ଆପଣଙ୍କ ଘରେ ସବୁବେଳେ ସମସ୍ୟା ଲାଗି ରହିବ । ଏହିଭଳି ତୁଳସୀ କେବେ ମଧ୍ୟ ଲଗାନ୍ତୁ ନାହିଁ । ଘରେ ତୁଳସୀ ରହିବା ହିନ୍ଦୁ ଧର୍ମରେ ସର୍ବଶ୍ରେଷ୍ଠ ମାନାଯାଇଅଛି । ସମସ୍ତ ଦେବୀଦେବତାଙ୍କ କୃପା ସବୁବେଳେ ଏହିଭଳି ଘର ଉପରେ ରହିଥାଏ, ଯେଉଁଠାରେ ତୁଳସୀ ଗଛ ରହିଥାଏ । ଗରୁଡ ପୁରାଣରେ ତୁଳସୀ ମାତାଙ୍କର ଉଲ୍ଲେଖ ବିସ୍ତାର ପୂର୍ବକ କୁହାଯାଇଅଛି ।
ହିନ୍ଦୁ ଧର୍ମରେ ଘର ମାନଙ୍କରେ ତୁଳସୀ ଗଛ ରହିବା ନିତାନ୍ତ ଆବଶ୍ୟକ । ନିୟମିତ ତୁଳସୀ ଦର୍ଶନ କରିବା ଦ୍ଵାରା ବ୍ୟକ୍ତିଙ୍କୁ ବଡରୁ ବଡ ସଫଳତା ପ୍ରାପ୍ତ ହୋଇଥାଏ । ତୁଳସୀପତ୍ର ଖାଇବା ଦ୍ଵାରା ବ୍ୟକ୍ତି ଉପରେ ସକାରାତ୍ମକତାର ସଂଚାର ହୋଇଥାଏ । ତେବେ ଆସନ୍ତୁ ଜାଣିନେବା କେଉଁଭଳି ଭାବରେ ଘରେ ତୁଳସୀ ଗଛ ଲଗାଇବା ଆବଶ୍ୟକ ?
୧;- ଖରାବ ମାଟିରେ ତୁଳସୀ ଗଛ କେବେ ମଧ୍ୟ ଲଗାନ୍ତୁ ନାହିଁ । ଏହାଦ୍ଵାରା ନକାରାତ୍ମକ ଊର୍ଜାର ସାୟା ପ୍ରବେଶ କରିଥାଏ । ଏବଂ ମାତା ତୁଳସୀ କ୍ରୋଧ କରିଥାନ୍ତି । ୨;- ଘରେ ଶୁଖିଲା ତୁଳସୀ ରଖିବାକଥା ନୁହେଁ । ଏହାଦ୍ଵାରା ଅକାଳ ମୃ-ତ୍ୟୁର ସମସ୍ୟା ଲାଗି ରହିଥାଏ । ଏବଂ ଘରର ସୁଖ ସମୃଦ୍ଧି ସବୁକିଛି ସମାପ୍ତ ହୋଇଯାଇଥାଏ । ଘରେ ଶୁଖିଲା ତୁଳସୀ ହେଲେ ମାତା ଲକ୍ଷ୍ମୀ କେବେ ବାସ କରିନଥାନ୍ତି ।
ଯଦି ଆପଣଙ୍କ ଘରର ତୁଳସୀଗଛ ଶୁଖିବାକୁ ଲାଗିଥାଏ, ତେବେ ଏହାଦ୍ଵାରା ଲାଗିଥାଏ ଯେ ଆପଣଙ୍କ ଘରକୁ ଅନେକ ବିପତ୍ତି ଆସିବାକୁ ଯାଉଅଛି । ଶାସ୍ତ୍ରରେ କୁହାଯାଇଅଛି ଯେ ଶୁଖିଲା ତୁଳସୀ ଘରେ ଲଗାଇବା ଦ୍ଵାରା ମା’ ତୁଳସୀର ଅପମାନ ହୋଇଥାଏ ।
୩;- ମାସିକ ଧର୍ମରେ କୌଣସି ଗଛରେ ପାଣି ଦେବା ଅନୁଚିତ ହୋଇଥାଏ । ବିଶେଷ କରି ତୁଳସୀ ଗଛରେ ଜଳ ଢଳିବା କଥା ନୁହେଁ । ଏଭଳି କରିବା ଦ୍ଵାରା ତୁଳସୀ ଗଛ ସୁଖୀଯାଇଥାଏ । ଏବଂ ଘରର ସୁଖଶାନ୍ତି ସବୁ ଭଙ୍ଗ ହୋଇଯାଇଥାଏ । ତୁଳସୀ ଗଛରେ ନିୟମିତ ସଫାସୁତରା କରିବା ଆବଶ୍ୟକ । ଶୁଖିଲା ପତ୍ରକୁ ଇଆଡେ ସିଆଡେ ପକାଇବା ଅନୁଚିତ । ମାଟିରେ ଅଥବା ଗଙ୍ଗାରେ ବିସର୍ଜିତ କରିଦେବା ଉଚିତ ।
୪;- ତୁଳସୀ ଗଛରେ ଜଳ ଅର୍ପଣ କରିବା ସମୟରେ ପାଦରେ ଚପଲ ପିନ୍ଧିବା କଥା ନୁହେଁ । ଏବଂ ସେହି ଜଳ ଆପଣଙ୍କ ପାଦରେ ପଡିବା କଥା ନୁହେଁ । ଏହାଦ୍ଵାରା ଧନହାନୀର ଭୟ ଲାଗିରହିଥାଏ । ଏବଂ ବ୍ୟକ୍ତିଙ୍କୁ ପାପ ଲାଗିଥାଏ । ତୁଳସୀ ମାତାଙ୍କର ନିୟମିତ ଦର୍ଶନ କରିବା ଦ୍ଵାରା ସମସ୍ତ ପାପ କ୍ଷୟ ହୋଇଥାଏ ।
୫;- ତୁଳସୀ ଗଛକୁ ନଖଦ୍ଵାରା ଭାଙ୍ଗିବା କଥା ନୁହେଁ । ଏହିଭଳି ଭାଙ୍ଗିଲେ ଓଲଟା ଘରେ ବିମାରୀ ପ୍ରବେଶ କରିଥାଏ । ତୁଳସୀ ଗଛ ସର୍ବଦା ଘରର ମଝିରେ ଲଗାଇବା କଥା । ଏହାକୁ ବହୁତ ଶୁଭ ତଥା ମଙ୍ଗଳକାରୀ ମନାଯାଇଅଛି । ତୁଳସୀ ଗଛ ଘରେ ଲଗାଇବା ସମୟରେ ମନରେ କୌଣସି ଖରାପ ଭାବନା ରଖନ୍ତୁ ନାହିଁ ।